ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଢ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଢ଼ି   ବିଶେଷ୍ୟ

ଅର୍ଥ : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ

ଉଦାହରଣ : ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି

ସମକକ୍ଷ : ପୁରୁଷ

वंश परंपरा में किसी के बाप, दादे, परदादे आदि या बेटे, पोते, परपोते आदि के विचार से गणना-क्रम में कोई स्थान।

तीन पीढ़ियों के बाद हमारे घर किसी कन्या का जन्म हुआ।
पीढ़ी, पुश्त

Group of genetically related organisms constituting a single step in the line of descent.

generation