ଅର୍ଥ : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ
ଉଦାହରଣ :
ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି
ସମକକ୍ଷ : ପିଢ଼ି
ଅର୍ଥ : ବ୍ୟାକରଣରେ ସର୍ବନାମର ସେହି ପ୍ରଭେଦ ଯେଉଁଥିରୁ ସର୍ବନାମର ପ୍ରୟୋଗ ବକ୍ତା, ଶ୍ରୋତା, ସଂବୋଧିତ ବ୍ୟକ୍ତି ବା ଅନ୍ୟ କାହା ପାଇଁ ହୋଇଛି ବୋଲି ଜଣାପଡ଼େ
ଉଦାହରଣ :
ବ୍ୟାକରଣ ଅନୁସାରେ ପୁରୁଷ ତିନି ପ୍ରକାରର
ସମକକ୍ଷ : ବ୍ୟାକରଣୀୟ ପୁରୁଷ