ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିନ୍ଧାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିନ୍ଧାଇବା   କ୍ରିୟାପଦ

ଅର୍ଥ : କାହାକୁ ଗହଣା ବା ବସ୍ତ୍ର ଆଦି ପିନ୍ଧାଇବାରେ ପ୍ରବୃତ୍ତ କରିବା

ଉଦାହରଣ : ନୂଆ ବୋହୂକୁ ତା ସାଙ୍ଗମାନେ ବିବାହ ବସ୍ତ୍ର ପିନ୍ଧାଇଲେ କନ୍ୟା ବରର ଗଳାରେ ବରଣମାଳା ପିନ୍ଧାଇଲା

किसी को अपने हाथों से गहने या कपड़े-लत्ते आदि धारण कराना।

कन्या ने वर के गले में जय-माला पहनाई।
डालना, पहनाना

Provide with clothes or put clothes on.

Parents must feed and dress their child.
apparel, clothe, dress, enclothe, fit out, garb, garment, habilitate, raiment, tog