ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିତୃପକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିତୃପକ୍ଷ   ବିଶେଷ୍ୟ

ଅର୍ଥ : ଆଶ୍ୱିନ କୃଷ୍ଣ ପ୍ରତିପଦାରୁ ଅମାବସ୍ୟାପର୍ଯ୍ୟନ୍ତ ପକ୍ଷ,ଯେଉଁଥିରେ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଏବଂ ବ୍ରାହ୍ମଣ ଭୋଜନ ଦିଆଯାଇଥାଏ

ଉଦାହରଣ : ମୋର ବୁଢ଼ାବାପା ଆସନ୍ତା ପିତୃପକ୍ଷରେ ପିଣ୍ଡ ଦାନ କରିବା ପାଇଁ ଗୟାକୁ ଯିବେ

ସମକକ୍ଷ : ପିତରପକ୍ଷ, ପ୍ରେତପକ୍ଷ, ଶ୍ରାଦ୍ଧପକ୍ଷ

आश्विन की कृष्ण प्रतिपदा से अमावस्या तक का पक्ष,जिसमें पितरों का श्राद्ध एवं ब्राह्मण भोजन होता है।

मेरे दादाजी अगले पितृपक्ष में पिंडदान करने गयाजी जायेंगे।
अमर पक्ष, अमरपक्ष, अमरपख, पितरपक्ष, पितरपख, पितरपाख, पितृ पक्ष, पितृपक्ष, प्रेतपक्ष, महालय, श्राद्ध पक्ष, श्राद्धपक्ष

An amount of time.

A time period of 30 years.
Hastened the period of time of his recovery.
Picasso's blue period.
period, period of time, time period