ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିତାମହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିତାମହୀ   ବିଶେଷ୍ୟ

ଅର୍ଥ : ଜେଜେବାପାଙ୍କ ସ୍ତ୍ରୀ

ଉଦାହରଣ : ଜେଜେମା ସବୁଦିନ ପିଲାମାନଙ୍କୁ କାହାଣୀ ଶୁଣାନ୍ତି

ସମକକ୍ଷ : ଜେଜେମା, ବୁଢ଼ୀମା

पिता की माँ या दादा की पत्नी।

दादी बच्चों को रोज़ कहानी सुनाती हैं।
आइया, आजी, आर्या, ईया, दाई, दादी, पितामही, पितृसू, प्रमाता

The mother of your father or mother.

gran, grandma, grandmother, grannie, granny, nan, nanna