ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିତଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିତଳ   ବିଶେଷ୍ୟ

ଅର୍ଥ : ତମ୍ବା, ଟିଣ ଏବଂ ଦସ୍ତା ମିଶ୍ରଣରେ ତିଆରି ଏକ ମିଶ୍ର ଧାତୁ

ଉଦାହରଣ : ପିତଳରେ ବାସନ ମଧ୍ୟ ତିଆରି କରାଯାଏ

तांबे,टिन और जस्ते के मिश्रण से बनी एक मिश्र धातु।

कसकुट से बरतन भी बनाए जाते हैं।
कसकुट

ପିତଳ   ବିଶେଷଣ

ଅର୍ଥ : ପିତଳର

ଉଦାହରଣ : ଶ୍ୟାମ ପିତଳ ଲୋଟାରେ ପାଣି ପିଉଛି

ସମକକ୍ଷ : ପିତଳିଆ

पीतल का।

श्याम पितरिहे लोटे से पानी पी रहा है।
पितरहा, पितरिया, पितरिहा