ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଢ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଢ଼ା   ବିଶେଷ୍ୟ

ଅର୍ଥ : ଏକ ଲତାରୁ ପ୍ରାପ୍ତ ଧଳା ରଙ୍ଗର ଫୁଲ

ଉଦାହରଣ : ପାଢ଼ା ଔଷଧ ରୂପେ ବ୍ୟବହୃତ ହୁଏ

एक लता से प्राप्त सफेद रंग का पुष्प।

पाढ़ा औधष के रुप में प्रयुक्त होता है।
अबिद्धकर्णी, पाठा, पाढ़, पाढ़ा, वृहत्तिक्ता

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ଯେଉଁ ଗୋଲାକାର ଫଳର ପତ୍ର ଗୋଲ ଓ ମୁନିଆଁ, ଫୁଲ ଧଳା ତଥା ଫଳ ଲାଲ ଓ ମକୋୟ ଭଳି ହୋଇଥାଏ

ଉଦାହରଣ : ବୈଦ୍ୟଙ୍କ ମତରେ ପାଢ଼ା କଟୁ, ରାଗ, ଗରମ ଏବଂ ହାଡ଼ ଯୋଡ଼ିବାପାଇଁ ସାହାଯ୍ୟ କରେ

ସମକକ୍ଷ : ପାଠା

एक बेल जिसके पत्ते गोल और नोकदार, फूल सफेद तथा फल लाल और मकोय के समान होते हैं।

वैद्यक के अनुसार पाढ़ा कड़वी, चरपरी, तीखी, गरम व हड्डियों को जोड़ने वाली होती है।
अंबा, अबिद्धकर्णी, अम्बा, अविद्धकर्णी, पाठा, पाढ़, पाढ़ा, रसा, वरा, वृतपर्णी, वृद्धतिक्ता

A plant with a weak stem that derives support from climbing, twining, or creeping along a surface.

vine