ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାହାଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାହାଚ   ବିଶେଷ୍ୟ

ଅର୍ଥ : ଗାଡ଼ି ଆଦିରେ ପାଦ ରଖିବାପାଇଁ ତିଆରି କରାଯାଇଥିବା ସ୍ଥାନ

ଉଦାହରଣ : ସେ ଏକ୍କାଗାଡ଼ିରେ ବସିବାପାଇଁ ପାହାଚରେ ପାଦ ରଖି ଗାଡ଼ିକୁ ଉଠିଲେ

इक्के, गाड़ी आदि जैसे ऊँचे यानों या सवारियों में पैर रखकर चढ़ने व उतरने के लिए बना हुआ स्थान, अवयव या भाग।

वह इक्के में बैठने के लिए पावदान पर पैर रखा।
पायदान, पावदान

A low seat or a stool to rest the feet of a seated person.

footrest, footstool, ottoman, tuffet

ଅର୍ଥ : ସୋପାନ

ଉଦାହରଣ : ପାହାଚରେ ଶିଉଳି ଯୋଗୁଁ ପାଦ ଖସିଗଲା

ସମକକ୍ଷ : ସିଡି, ସୋପାନ

घाट पर की सीढ़ी।

अवतरण पर काई जमने के कारण पैर फिसल गया।
अवतरण, घाट सीढ़ी