ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାସୱାର୍ଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାସୱାର୍ଡ଼   ବିଶେଷ୍ୟ

ଅର୍ଥ : ଯେଉଁ ଗୁପ୍ତ ଶବ୍ଦ କୌଣସି ବିଶେଷ ବ୍ୟକ୍ତି, ଦଳଆଦିର ଠିକଣା ହୋଇଥାଏ ଏବଂ ଯାହା ସାହାଯ୍ୟରେ ସେହି ବ୍ୟକ୍ତି ବା ଦଳ କୌଣସି କାର୍ଯ୍ୟ ଆଦି କରିପାରେ

ଉଦାହରଣ : ପାସୱାର୍ଡ଼ ଭୂଲିଯିବାଯୋଗୁଁ ମୁଁ ମୋ ଇମେଲ ଦେଖିପାରୁନାହିଁ

वह गुप्त शब्द जो किसी विशेष व्यक्ति, दल आदि को पता होता है और जिसकी सहायता से वह किसी कार्य आदि को कर पाता है।

पासवर्ड भूल जाने के कारण मैं अपना ई-पत्र नहीं देख सकता।
कूट-शब्द, कूटशब्द, पासवर्ड

A secret word or phrase known only to a restricted group.

He forgot the password.
countersign, parole, password, watchword, word