ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଶବିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଶବିକ   ବିଶେଷଣ

ଅର୍ଥ : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି

ଉଦାହରଣ : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ

ସମକକ୍ଷ : ଅମଣିଷ, ଅମାନବୀୟ, ଅମାନୁଷିକ, ପଶୁବତ୍

मनुष्य के स्वभाव,प्रकृति या आचरण के विरुद्ध या पशुओं का सा।

अमानवीय प्रवृत्तियों को कभी पनपने नहीं देना चाहिए।
किसी के भी साथ अमानवीय व्यवहार न करें।
अपौरुषेय, अमनुष्य, अमानवी, अमानवीय, अमानुष, अमानुषिक, अमानुषी, अमानुषीय, अमानुष्य, पशुवत, पाशव, पाशविक, हैवानी

ଅର୍ଥ : ପଶୁର ବା ପଶୁ ସମ୍ବନ୍ଧିତ

ଉଦାହରଣ : ପାଶବିକ ଧର୍ମପାଇଁ କେତେକ ନିର୍ଦ୍ଦୋଶ ଜୀବ ହତ୍ୟା କରାଯାଉଛି

ସମକକ୍ଷ : ପାଶକ

पशु का या पशु संबंधी।

पाशविक चर्म के लिए कितने निर्दोष जीवों की हत्या की जाती है।
पाशव, पाशविक, पाशुक, हैवानी