ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମାନବୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମାନବୀୟ   ବିଶେଷଣ

ଅର୍ଥ : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି

ଉଦାହରଣ : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ

ସମକକ୍ଷ : ଅମଣିଷ, ଅମାନୁଷିକ, ପଶୁବତ୍, ପାଶବିକ

मनुष्य के स्वभाव,प्रकृति या आचरण के विरुद्ध या पशुओं का सा।

अमानवीय प्रवृत्तियों को कभी पनपने नहीं देना चाहिए।
किसी के भी साथ अमानवीय व्यवहार न करें।
अपौरुषेय, अमनुष्य, अमानवी, अमानवीय, अमानुष, अमानुषिक, अमानुषी, अमानुषीय, अमानुष्य, पशुवत, पाशव, पाशविक, हैवानी