ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଳ   ବିଶେଷ୍ୟ

ଅର୍ଥ : କୃତ୍ରିମ ଉପାୟରେ ଉଷୁମାଇ ଫଳକୁ ପଚାଇବା ନିମନ୍ତେ ପତ୍ର ଆଦିଦ୍ୱାରା ଢାଙ୍କି ରଖିବାର ବିଧି

ଉଦାହରଣ : ସେ ପାଳଦ୍ୱାରା ଫଳଗୁଡ଼ିକୁ ପଚାଏ

ସମକକ୍ଷ : ପାଳବିଧି

कृत्रिम रूप से गर्मी पहुँचा कर फलों को पकाने के लिए पत्तों आदि से ढक कर रखने की विधि।

वह पाल द्वारा फलों को पकाता है।
पाल, पाल विधि