ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଳିବା   କ୍ରିୟାପଦ

ଅର୍ଥ : ପଶୁ, ପକ୍ଷୀଆଦିଙ୍କୁ ନିଜ ପାଖରେ ରଖି ଖାଇବା ପିଇବାକୁ ଦେବା

ଉଦାହରଣ : କିଛି ଲୋକ ସଉକରେ କୁକୁର, ବିଲେଇ, ଶୁଆଆଦି ପୋଷନ୍ତି

ସମକକ୍ଷ : ପୋଷିବା, ଲାଳନପାଳନ

पशु, पक्षी आदि को अपने पास रखकर खिलाना-पिलाना।

कुछ लोग शौक से कुत्ते, बिल्ली, तोता अदि पोसते हैं।
पालना, पोसना

Raise.

She keeps a few chickens in the yard.
He keeps bees.
keep

ଅର୍ଥ : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା

ଉଦାହରଣ : ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି

ସମକକ୍ଷ : ପାଳନ କରିବା, ପାଳନପୋଷଣ କରିବା, ପୋଷିବା

भोजन, वस्त्र आदि देकर जीवन रक्षा करना।

हर माँ-बाप अपनी हैसियत के अनुसार,अपने बच्चों को पालते हैं।
परवरिश करना, पालन करना, पालन-पोषण करना, पालना, पालना-पोषना, पोषना