ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରହେବା   କ୍ରିୟାପଦ

ଅର୍ଥ : ଭବସାଗରକୁ ପାରହେବା ବା ସଦ୍‌ଗତି ପ୍ରାପ୍ତହେବା

ଉଦାହରଣ : ମୁମୁକ୍ଷୁ ହିଁ ଏଠାରୁ ତରନ୍ତି

ସମକକ୍ଷ : ଉଦ୍ଧାରପାଇବା, ତରିବା, ସଦ୍‌ଗତି ପ୍ରାପ୍ତହେବା

भवसागर से पार होना या सद्गति प्राप्त होना।

मुमुक्षु ही अंततः तरते हैं।
तरना

ଅର୍ଥ : ପାର କରିବା

ଉଦାହରଣ : ମୁଁ ବଡ କଷ୍ଟରେ ନଦୀ ପାରହେଲି

पार करना।

बड़ी कठिनाई से मैं नदी तर पाई।
तरना