ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରିବା   କ୍ରିୟାପଦ

ଅର୍ଥ : ଭବସାଗରକୁ ପାରହେବା ବା ସଦ୍‌ଗତି ପ୍ରାପ୍ତହେବା

ଉଦାହରଣ : ମୁମୁକ୍ଷୁ ହିଁ ଏଠାରୁ ତରନ୍ତି

ସମକକ୍ଷ : ଉଦ୍ଧାରପାଇବା, ପାରହେବା, ସଦ୍‌ଗତି ପ୍ରାପ୍ତହେବା

भवसागर से पार होना या सद्गति प्राप्त होना।

मुमुक्षु ही अंततः तरते हैं।
तरना