ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାପୋଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାପୋଛା   ବିଶେଷ୍ୟ

ଅର୍ଥ : ତାର, ଦଉଡ଼ି ଆଦିରେ ଗୋଡ଼ ପୋଛିବାପାଇଁ ଯେଉଁ ବସ୍ତୁ ତିଆରି କରାଯାଇଥାଏ

ଉଦାହରଣ : ବଜାରରେ ନଡ଼ିଆ କତାରେ ତିଆରି ପାପୋଛ ସହଜରେ ମିଳେ

ସମକକ୍ଷ : ଗୋଡ଼ପୋଛା, ପାପୋଛ

तारों,रेशों आदि की बनी वह वस्तु जिस पर पैर पोछे जाते हैं।

बाज़ार में नारियल के रेशों तथा रबड़ के बने पैरपोश आसानी से मिल जाते हैं।
पाँवपोश, पापोश, पैरदान, पैरपोश