ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାନବଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାନବଟା   ବିଶେଷ୍ୟ

ଅର୍ଥ : ତିଆରି ହୋଇଥିବା ପାନଖିଲ ରଖିବାପାଇଁ ଛୋଟ ଡବା

ଉଦାହରଣ : ପିଉସୀ ନାନୀ ସବୁବେଳେ ପାନବଟାରେ ପାନ ରଖନ୍ତି

पान के लगे हुए बीड़े रखने का छोटा डिब्बा।

बुआजी हमेशा पनबट्टे में पान रखती हैं।
पनबट्टा

ଅର୍ଥ : ବାଉଁଶ ବା ଧାତୁରେ ତିଆରି ଲମ୍ବା ପାତ୍ର

ଉଦାହରଣ : ପାନବଟାରେ ଭଙ୍ଗା ପାନ ରଖାଯାଇଥାଏ

बाँस या धातु का बना एक लंबा पात्र।

बेलहरे में लगे हुए पान रखे जाते हैं।
बेलहरा