ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଦତଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଦତଳ   ବିଶେଷ୍ୟ

ଅର୍ଥ : ପାଦର ତଳଭାଗ ଯାହା ଚାଲିଲେ ପୃଥିବୀକୁ ସ୍ପର୍ଶ କରେ

ଉଦାହରଣ : ତାର ପାଦତଳ ଫୁଲିଯାଇଛି

ସମକକ୍ଷ : ଚରଣ ତଳ, ତଳିପାଦ

पैर के नीचे की ओर का वह भाग जो चलने में पृथ्वी पर पड़ता है।

उसका तलवा सूज गया है।
चरण तल, चरण-तल, चरणतल, तल, तलवा, तला, तलुआ, पद तल, पद-तल, पदतल, पाद तल, पाद-तल, पादतल

The underside of the foot.

sole

ଅର୍ଥ : ପାହାଡ଼ ତଳ ଭୂମି

ଉଦାହରଣ : ଏହି ପାହାଡ଼ ପାଦତଳେ ଗୋଟିଏ ଛୋଟ ଗାଁ ଅବସ୍ଥିତ

ସମକକ୍ଷ : ତଇଲା, ପାଦଦେଶ

पहाड़ के नीचे की भूमि या मैदान जहाँ तरी रहती है।

तराई की मिट्टी बहुत उपजाऊ होती है।
अरगण्ट, उपत्यका, तराई, तलहटी, दामन, वारी

Low level country.

lowland