ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାତିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାତିଆ   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ଉପକରଣ ସାହାଯ୍ୟରେ କିଛି ଛୋଟ-ଛୋଟ ଜିନିଷ କଟା ଯାଇ ପାରେ

ଉଦାହରଣ : ବ୍ଲେଡ଼ରେ ତାର ଆଙ୍ଗୁଳି କଟି ଗଲା

ସମକକ୍ଷ : ବ୍ଲେଡ଼

एक छोटा उपकरण जिससे कुछ छोटी-मोटी चीजें काटी जाती हैं।

ब्लेड से उसकी अँगुली कट गई।
पत्ती, ब्लेड

The flat part of a tool or weapon that (usually) has a cutting edge.

blade

ଅର୍ଥ : ବହୁତ ସରୁଆ ଏବଂ ଲମ୍ବା ପତ୍ର

ଉଦାହରଣ : ପିଆଜ,ଘାସ ଆଦିର ପତ୍ରକୁ ପାତିଆ କହନ୍ତି

बहुत सकरी और लम्बी पत्ती।

प्याज, घास आदि की पत्तियों को पात कहते हैं।
पत्ती, पत्र, पात

A long slender leaf.

elongate leaf, linear leaf