ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଣି ଆସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଣି ଆସିବା   କ୍ରିୟାପଦ

ଅର୍ଥ : ଅଶ୍ରୁ,ଲାଳ ଆଦି ବାହାରିବା

ଉଦାହରଣ : ମିଠେଇ ନାଁ ଶୁଣୁଶୁଣୁ ମୋ ମୁହଁରେ ପାଣି ଆସିଲାଣି ତା ଦୁଃଖଭରା କାହାଣୀ ଶୁଣୁଶୁଣୁ ମୋ ଆଖିରେ ପାଣି ଆସିଗଲା

ସମକକ୍ଷ : ଭରିଯିବା

* आँसू, लार आदि का निकलना।

मिठाई का नाम सुनते ही मेरे मुँह में पानी आ रहा है।
उसकी रामकहानी सुनते ही मेरी आँखों में पानी आ गया।
पानी आना, भर आना

Secrete or form water, as tears or saliva.

My mouth watered at the prospect of a good dinner.
His eyes watered.
water