ଅର୍ଥ : ପାଣିରେ ରହୁଥିବା ଗୋଟିଏ ଛୋଟ କଳା ପକ୍ଷୀ
ଉଦାହରଣ :
ପାଣିକୁଆର ଥଣ୍ଟ ଛୋଟ ଓ ନାରଙ୍ଗୀ ହୋଇଥାଏ
ସମକକ୍ଷ : ଜଳମୁର୍ଗୀ
ଅର୍ଥ : ପାଣିରେ ବୁଡ଼ି ମାଛ ଧରୁଥିବା ଏକ ଜଳ ପକ୍ଷୀ
ଉଦାହରଣ :
ହ୍ରଦରେ ପାଣିକୁଆ ପହଁରୁ ଥିଲା
ଅର୍ଥ : ଏକ ପ୍ରକାରର ଜଳ ପକ୍ଷୀ
ଉଦାହରଣ :
ପାଣିକୁଆର ବେକ ଟିକିଏ ଲମ୍ବା ପାଣିକୁଆ ଥଣ୍ଟରେ ମାଛକୁ ଚାପି ଉଡ଼ିଗଲା
ଅର୍ଥ : ପତଳା ଥଣ୍ଟବାଲା ଏକ ଜଳପକ୍ଷୀ
ଉଦାହରଣ :
ପୋଖରୀରେ ପାଣିକୁଆଟିଏ ପହଁରୁଛି