ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଟଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଟଳ   ବିଶେଷ୍ୟ

ଅର୍ଥ : ଗାଢ଼ ଲାଲ ରଂଗ

ଉଦାହରଣ : ତାର ଲାଲ ବର୍ଣ୍ଣ ଗାଲ ଆକର୍ଷକ

ସମକକ୍ଷ : ରକ୍ତବର୍ଣ୍ଣ, ଲାଲବର୍ଣ୍ଣ

गहरा लाल रंग।

उन गुलाबों का रक्तवर्ण आकर्षक है।
अरगवानी, अरुष, रक्तवर्ण

Red color or pigment. The chromatic color resembling the hue of blood.

red, redness

ଅର୍ଥ : ଏକ ପ୍ରକାର ଗଛ ଯାହାର ପତ୍ର ଲତାଭଳି

ଉଦାହରଣ : ପାଟଳ ଦୁଇ ପ୍ରକାରର, ଗୋଟିଏରେ ଧଳା ଓ ଅନ୍ୟଟିରେ ଲାଲରଙ୍ଗର ଫୁଲ ଧରେ

ସମକକ୍ଷ : ପାଟଳ ଗଛ

एक प्रकार का पेड़ जिसके पत्ते बेल के समान होते हैं।

पाटल दो प्रकार का होता है, एक में सफेद और दूसरे में लाल रंग के फूल आते हैं।
पाँडर, पाटल, पाड़र, पाढर, मोक्ष

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree