ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଞ୍ଚଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଞ୍ଚଣ   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ବାଡ଼ିଦ୍ୱାରା ହଳୁଆ ବଳଦ ଆଦି ଅଡ଼ାଏ

ଉଦାହରଣ : ହଳୁଆ ପାଞ୍ଚଣରେ ବଳଦକୁ ପିଟିଲା

वह छोटा डंडा जिससे हलवाहे बैल आदि हाँकते हैं।

हलवाहे ने पैने से बैल को मारा।
पयना, पैना

ଅର୍ଥ : ବଳଦ ଅଡ଼େଇବାପାଇଁ ବ୍ୟବହାର କରୁଥିବା ଏକ ଛୋଟ ବାଡ଼ି

ଉଦାହରଣ : ହଳିଆ ପାଞ୍ଚଣରେ ବଳଦ ଅଡ଼ାଉଛି

बैल हाँकने की एक छोटी छड़ी।

अरई के सिरे पर नुकीली कील लगी रहती है।
अरई