ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାକୁଳେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାକୁଳେଇବା   କ୍ରିୟାପଦ

ଅର୍ଥ : ସିଙ୍ଘଥିବା ଚତୁସ୍ପଦୀ ପ୍ରାଣୀ ଗିଳିଥିବା ଖାଦ୍ୟକୁ ଗଳାରୁ ଅଳ୍ପଅଳ୍ପ ବାହାରକରି ପୁଣି ତାହାକୁ ଚୋବାଇ ଖାଇବା

ଉଦାହରଣ : ବଳଦ ଶୋଇଶୋଇ ପାକୁଳି କରୁଛି

ସମକକ୍ଷ : ପାକୁଳି କରିବା

सींगवाले चौपायों का निगले हुए चारे को गले से थोड़ा-थोड़ा निकालकर फिर से चबा-चबा कर खाना।

बैल बैठे-बैठे जुगाली कर रहा है।
उगालना, कौरी करना, जुगारना, जुगालना, जुगाली करना, पगुराना, पागुर करना

Chew the cuds.

Cows ruminate.
ruminate