ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାକୁଳି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାକୁଳି କରିବା   କ୍ରିୟାପଦ

ଅର୍ଥ : ସିଙ୍ଘଥିବା ଚତୁସ୍ପଦୀ ପ୍ରାଣୀ ଗିଳିଥିବା ଖାଦ୍ୟକୁ ଗଳାରୁ ଅଳ୍ପଅଳ୍ପ ବାହାରକରି ପୁଣି ତାହାକୁ ଚୋବାଇ ଖାଇବା

ଉଦାହରଣ : ବଳଦ ଶୋଇଶୋଇ ପାକୁଳି କରୁଛି

ସମକକ୍ଷ : ପାକୁଳେଇବା

सींगवाले चौपायों का निगले हुए चारे को गले से थोड़ा-थोड़ा निकालकर फिर से चबा-चबा कर खाना।

बैल बैठे-बैठे जुगाली कर रहा है।
उगालना, कौरी करना, जुगारना, जुगालना, जुगाली करना, पगुराना, पागुर करना

Chew the cuds.

Cows ruminate.
ruminate