ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଉଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଉଣ୍ଡ   ବିଶେଷ୍ୟ

ଅର୍ଥ : ସୁନାର ଏକ ଟଙ୍କା ଯାହା କୋଡ଼ିଏ ଶିଲିଙ୍ଗ ହୋଇଥାଏ

ଉଦାହରଣ : ପାଉଣ୍ଡର ମୂଲ୍ୟ ସୁନା ଦର ଅନୁସାରେ କମ୍‌ ବେଶୀ ହୁଏ

सोने का एक सिक्का जो बीस शिलिंग का होता था।

पाउंड का भाव सोने की दर के हिसाब से घटता-बढ़ता था।
पाउंड, पाउण्ड, पाउन्ड, पौंड, पौण्ड, पौन्ड

ଅର୍ଥ : ଏକ ଇଂରାଜୀ ମାପକ ଯାହା ହାରାହାରି ଅଧ ସେର ସହ ସମାନ

ଉଦାହରଣ : ଏକ କିଲୋ ହାରାହାରି ଦୁଇ ପାଉଣ୍ଡ ସହ ସମାନ

एक अंग्रेजी तौल जो लगभग आधे सेर के बराबर होता है।

एक किलो लगभग सवा दो पाउंड के बराबर होता है।
पाउंड, पाउण्ड, पाउन्ड, पौंड, पौण्ड, पौन्ड

ଅର୍ଥ : ଗ୍ରେଟ୍ ବ୍ରିଟେନରେ ପ୍ରଚଳିତ ମୁଦ୍ରା

ଉଦାହରଣ : ଏକ ବ୍ରିଟିଶ ପାଉଣ୍ଡ ପ୍ରାୟ ପଞ୍ଚସ୍ତରି ଟଙ୍କା ସଙ୍ଗେ ସମାନ

ସମକକ୍ଷ : ବ୍ରିଟିଶ ପାଉଣ୍ଡ