ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଉଁଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଉଁଶ   ବିଶେଷ୍ୟ

ଅର୍ଥ : ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି

ଉଦାହରଣ : ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି

ସମକକ୍ଷ : ଭସ୍ମ

अग्निहोत्र की राख जिसे शिव भक्त माथे पर लगाते और शरीर पर मलते हैं।

साधु बाबा भस्म लगाकर साधना में लीन हैं।
भस्म

ଅର୍ଥ : କୌଣସି ଜିନିଷ ପୂରାପୂରି ଜଳିଗଲାପରେ ତାହାର ବଳକା ଅଂଶ

ଉଦାହରଣ : ଗାଁରେ କିଛି ଲୋକ ପାଉଁଶରେ ବାସନ ମାଜନ୍ତି

ସମକକ୍ଷ : ଅଙ୍ଗାର, ଭଷ୍ମ

किसी चीज़ के बिल्कुल जल जाने पर उसका बचा हुआ अंश।

गाँव में कुछ लोग राख से बरतन माँजते हैं।
अर्घट, अर्वट, गर्द, भस्म, राख

The residue that remains when something is burned.

ash

ଅର୍ଥ : କୁମ୍ଭାରଙ୍କର ଗୋଟିଏ ଉପକରଣ

ଉଦାହରଣ : କୁମ୍ଭାର ଚକି ପାଖରେ ପାଉଁଶ ରଖିଦେଲା

कुम्हारों का एक उपकरण।

कुम्हार ने चाक के पास ही पाँसू को रख दिया।
पाँसू, लेहसुर