ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗାର   ବିଶେଷ୍ୟ

ଅର୍ଥ : କୌଣସି ଜିନିଷ ପୂରାପୂରି ଜଳିଗଲାପରେ ତାହାର ବଳକା ଅଂଶ

ଉଦାହରଣ : ଗାଁରେ କିଛି ଲୋକ ପାଉଁଶରେ ବାସନ ମାଜନ୍ତି

ସମକକ୍ଷ : ପାଉଁଶ, ଭଷ୍ମ

किसी चीज़ के बिल्कुल जल जाने पर उसका बचा हुआ अंश।

गाँव में कुछ लोग राख से बरतन माँजते हैं।
अर्घट, अर्वट, गर्द, भस्म, राख

The residue that remains when something is burned.

ash