ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଉଁଶ ବୋଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଉଁଶ ବୋଳିବା   କ୍ରିୟାପଦ

ଅର୍ଥ : ଖାଦ୍ୟ ରାନ୍ଧିବା ପାତ୍ରର ବାହାରପଟେ ପାଉଁଶର ଲେପ ଲଗାଇବା

ଉଦାହରଣ : ବାସନକୁ କଳାପଡ଼ିବାରୁ ରକ୍ଷାକରିବାପାଇଁ ପାଉଁଶ ବୋଳାଯାଏ

ସମକକ୍ଷ : ପାଉଁଶ ଲେପିବା

भोजन पकाने के बर्तन के बाहरी सतह पर राख का लेप लगाना।

बरतनों को कालिख से बचाने के लिए रखियाते हैं।
रखियाना