ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ବ୍ରେଡ଼
ଉଦାହରଣ : ମୁମ୍ବାଇରେ ବହୁତ ଲୋକ ବଡ଼ା-ପାୱ ଖାଇ ଜୀବନ ନିର୍ବାହ କରନ୍ତି
ସମକକ୍ଷ : ପାଉରୁଟି, ପାୱ
मैदे, सूजी आदि की खमीर उठाकर बनाई जाने वाली एक तरह की मोटी और फूली हुई डबलरोटी।
Food made from dough of flour or meal and usually raised with yeast or baking powder and then baked.
ଅର୍ଥ : ମଇଦା ବା ଅଟାକୁ ଛାଞ୍ଚରେ ପକାଇ ଭାଟିରେ ସେକି ତିଆରି କରାଯାଉଥିବା ଏକ ଖାଦ୍ୟ ପଦାର୍ଥ
ଉଦାହରଣ : ବଜାରରେ ବିଭିନ୍ନ ପ୍ରକାରର ପାଉଁରୁଟି ମିଳେ
ସମକକ୍ଷ : ବ୍ରେଡ
मैदा या आटे को खमीर करके साँचे में ढालकर भट्टी में सेंका हुआ एक खाद्य पदार्थ।
ସଂସ୍ଥାପନ କରନ୍ତୁ