ଅର୍ଥ : ମଳଦ୍ୱାରଦେଇ ଶରୀରର ମଳତ୍ୟାଗ କରିବା
ଉଦାହରଣ :
ସେ ବିଲରେ ଝାଡ଼ା ଫେରୁଛି ସେ ଲୁଗାରେ ହିଁ ଝାଡ଼ା ଫେରିଦେଲା
ସମକକ୍ଷ : ଝାଡ଼ା ଫେରିବା, ଝାଡ଼ାଯିବା, ମଳତ୍ୟାଗ କରିବା, ହଗିବା
ଅର୍ଥ : ମଳ ତ୍ୟାଗ କରିବା
ଉଦାହରଣ :
ଛୋଟପିଲା ପେଣ୍ଟରେ ମଳ ତ୍ୟାଗ କରିଦେଲା
ସମକକ୍ଷ : ଝାଡା ଫେରିବା, ମଳ ତ୍ୟାଗ କରିବା, ହଗିବା