ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଆ   ବିଶେଷ୍ୟ

ଅର୍ଥ : ଚାରି ଛଟାଙ୍କି ଓଜନର ବଟକରା

ଉଦାହରଣ : ଦୋକାନୀ ଚା ପତି ଓଜନ କରିବାପାଇଁ ପାଆ ଖୋଜୁଛି

चार छटाक की तौल का बटखरा।

दुकानदार चायपत्ती तौलने के लिए पाव ढूँढ रहा है।
पाव, पौआ, पौवा

ଅର୍ଥ : କୌଣସି ବସ୍ତୁ ଆଦିର ଏକ ଚତୁର୍ଥାଂଶ ଭାଗ ବା ଅଂଶ

ଉଦାହରଣ : ଏହାର ଓଜନ ଏକ ପାଆ ହେବ

ସମକକ୍ଷ : ପା

ଅର୍ଥ : ଏକ ସେରର ଚାରିଭାଗରୁ ଏକ ଭାଗ ସହିତ ସମାନ ଏକ ମାପ ବା ଓଜନ

ଉଦାହରଣ : ଚାରି ଛଟାଙ୍କି ଏକ ପାଆ ସହିତ ସମାନ

एक तौल जो एक सेर के चौथाई के बराबर होती है।

चार छटाक बराबर एक पाव होता है।
पाव, पौआ, पौवा

A quarter of a hundredweight (25 pounds).

quarter

ଅର୍ଥ : ପାଆଭର୍ତ୍ତି ମାପ ନିମନ୍ତେ ବାସନ ବା ବଟକରା

ଉଦାହରଣ : ଗଉଡ଼ ପାଆକିଆରେ ଦୁଧ ମାପୁଛି

ସମକକ୍ଷ : ପାଆକିଆ

पाव भर माप का बर्तन या बटखरा।

ग्वाला पौए से दूध नाप रहा है।
पौआ, पौवा