ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହରା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ବା ବ୍ୟକ୍ତିଙ୍କୁ ଜଗାରଖା ବା ରକ୍ଷା କରିବା ନିମନ୍ତେ ଅଥବା ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଚାଲିଗଲାବେଳେ ଅଟକାଇବା ପାଇଁ ପହରାଦାରଙ୍କୁ ନିଯୁକ୍ତ କରିବାର କ୍ରିୟା

ଉଦାହରଣ : ପହରାଦାର ତତ୍ପରତା ସହିତ ପହରା ଦେଉଛି

ସମକକ୍ଷ : ଚୌକୀ

किसी वस्तु या व्यक्ति की देख-रेख या रक्षा आदि के लिए अथवा उसे निर्दिष्ट स्थान से हटने से रोकने के लिए पहरेदारों को नियुक्त करने की क्रिया।

पहरेदार तत्परता से पहरा दे रहा है।
गादर, चौकसी, चौकी, पहरा

A purposeful surveillance to guard or observe.

vigil, watch

ଅର୍ଥ : ସୁରକ୍ଷାପ୍ରଦାନକରିବାପାଇଁ ପ୍ରହରୀ, ପୋଲିସ ଆଦିଙ୍କଦ୍ବାରା ରାତିରେ କରାଯାଉଥିବା ଭ୍ରମଣ

ଉଦାହରଣ : ରାତିରେ ପହରା ସମୟରେ କନେଷ୍ଟବଳ ଜଣେ ଚୋରକୁ ଧରିଲା

रक्षकों, पुलिस आदि के द्वारा रक्षा की दृष्टि से रात को किया जानेवाला गश्त।

रात को तिलावा करते समय कोतवाल ने एक चोर को पकड़ा।
तिलावा

The activity of going around or through an area at regular intervals for security purposes.

patrol

ଅର୍ଥ : ପହରାଦେବା କାମ

ଉଦାହରଣ : ଚୌକିଦାରୀ ସମୟରେ ସତର୍କ ରହିବା ଉଚିତ

ସମକକ୍ଷ : ଚୌକିଦାରୀ

पहरेदार का काम।

पहरेदारी के समय सतर्क रहना चाहिए।
चौकीदारी, पहरेदारी

The duty of serving as a sentry.

He was on guard that night.
guard, guard duty, sentry duty, sentry go