ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଳାୟନକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଳାୟନକାରୀ   ବିଶେଷ୍ୟ

ଅର୍ଥ : ପଳାୟନ କରୁଥିବା ବ୍ୟକ୍ତି

ଉଦାହରଣ : ପୋଲିସ ପଳାତକର ଅନ୍ୱେଷଣ କରୁଛି

ସମକକ୍ଷ : ପଳାତକ

भागा हुआ व्यक्ति।

पुलिस को फरारों की तलाश है।
फरार, फरारी, फ़रार, फ़रारी

Someone who flees from an uncongenial situation.

Fugitives from the sweatshops.
fleer, fugitive, runaway

ପଳାୟନକାରୀ   ବିଶେଷଣ

ଅର୍ଥ : ପଳାୟନ କରୁଥିବା

ଉଦାହରଣ : ସେମାନେ ପଳାୟନକାରୀ ବାଳକଟିକୁ ଧରିବାରେ ଅସମର୍ଥ ହେଲେ

ସମକକ୍ଷ : ପଳାତକ, ପଳାୟକ

भागता हुआ।

वे अभिद्रुत बालक को पकड़ने में असमर्थ रहे।
अभिद्रुत, भागता हुआ