ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀ   ବିଶେଷ୍ୟ

ଅର୍ଥ : ବହୁତ ସୁନ୍ଦର ସ୍ତ୍ରୀ

ଉଦାହରଣ : ଭାରତରେ ଐଶ୍ୱର୍ୟ ରାୟଙ୍କ ଭଳି ପରୀ କମ୍ ନାହାନ୍ତି

ସମକକ୍ଷ : ପରମସୁନ୍ଦରୀ, ବିଶ୍ୱସୁନ୍ଦରୀ

बहुत ही सुन्दर स्त्री।

भारत में ऐश्वर्या राय जैसी परियों की कमी नहीं।
परी

A small being, human in form, playful and having magical powers.

faerie, faery, fairy, fay, sprite

ଅର୍ଥ : ମୁସଲମାନଙ୍କ ଅନୁସାରେ ସ୍ୱର୍ଗର ଅପସରା

ଉଦାହରଣ : ପରୀ ସ୍ୱର୍ଗରେ ବାସ କରେ

मुसलमानों के अनुसार, जन्नत की अप्सरा।

हूरें जन्नत में निवास करती हैं।
हूर

(Islam) one of the dark-eyed virgins of perfect beauty believed to live with the blessed in Paradise.

houri

ଅର୍ଥ : ଫରାସୀ ଅନୁଶ୍ରୁତି ଅନୁସାରେ କାଫ ପର୍ବତରେ ବସବାସ କରୁଥିବା ଡେଣାଯୁକ୍ତ କଳ୍ପିତ ପରମ ସୁନ୍ଦର ସ୍ତ୍ରୀ

ଉଦାହରଣ : ମାଆ ତା ପିଲାଙ୍କୁ ପରୀ କାହାଣୀ ଶୁଣାଉଛନ୍ତି

फ़ारस की अनुश्रुति के अनुसार काफ़ पर्वत पर बसनेवाली परों से युक्त कल्पित परम सुंदर स्त्री।

माँ अपने बच्चे को परियों की कहानी सुना रही है।
परी

A small being, human in form, playful and having magical powers.

faerie, faery, fairy, fay, sprite