ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀକ୍ଷା ନେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀକ୍ଷା ନେବା   କ୍ରିୟାପଦ

ଅର୍ଥ : କାହାରିକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରିବା ନିମନ୍ତେ ତାର ଯୋଗ୍ୟତା ବା ଜ୍ଞାନକୁ ପରଖିବାପାଇଁ ତାକୁ ପ୍ରଶ୍ନ ପଚାରିବା

ଉଦାହରଣ : ଅଧ୍ୟାପକ ଗଣିତ ପରୀକ୍ଷା କରାଉଛନ୍ତି

ସମକକ୍ଷ : ପରୀକ୍ଷା କରାଇବା

किसी की योग्यता या ज्ञान को परखने के लिए उससे प्रश्न पूछना जिसके आधार पर उसको उत्तीर्ण या अनुत्तीर्ण किया जा सके।

अध्यापक गणित की परीक्षा ले रहे हैं।
इम्तहान लेना, इम्तिहान लेना, परीक्षा लेना

Examine someone's knowledge of something.

The teacher tests us every week.
We got quizzed on French irregular verbs.
quiz, test