ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିସ୍ଥିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିସ୍ଥିତି   ବିଶେଷ୍ୟ

ଅର୍ଥ : ବାତାବରଣର ପରିସ୍ଥିତିରେ ବିଶେଷକରି କୌଣସି ଜୀବ ବା ସମୂହ ରହିଥାନ୍ତି ବା ମିଳିଥାନ୍ତି

ଉଦାହରଣ : ନାବିକଟି ନିଜକୁନିଜେ ସାମୁଦ୍ରିକ ପରିସ୍ଥିତି ସହ ଚଳେଇନଉଛି

वातावरण का वह प्रकार जिसमें विशेषकर कोई जीव या समूह रहता है या पाया जाता है।

नाविक अपने आप को समुद्री आवास के अनुकूल बना रहा है।
आवास, पारिस्थिति, प्राकृतिक वास, वास

The type of environment in which an organism or group normally lives or occurs.

A marine habitat.
He felt safe on his home grounds.
habitat, home ground

ଅର୍ଥ : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା

ଉଦାହରଣ : ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି

ସମକକ୍ଷ : ପରିବେଶ, ବାତାବରଣ

किसी घटना, कार्य, जीव आदि के आस-पास या चारों ओर की वास्तविक या तर्कसंगत स्थिति या अवस्था।

साम्प्रदायिक दंगों के कारण यहाँ की परिस्थिति दिन प्रतिदिन बिगड़ती जा रही है।
परिवेश, परिस्थिति, माहौल, वातावरण, हाल, हालत

The state of the environment in which a situation exists.

You can't do that in a university setting.
background, scope, setting