ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବେଶ   ବିଶେଷ୍ୟ

ଅର୍ଥ : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା

ଉଦାହରଣ : ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି

ସମକକ୍ଷ : ପରିସ୍ଥିତି, ବାତାବରଣ

किसी घटना, कार्य, जीव आदि के आस-पास या चारों ओर की वास्तविक या तर्कसंगत स्थिति या अवस्था।

साम्प्रदायिक दंगों के कारण यहाँ की परिस्थिति दिन प्रतिदिन बिगड़ती जा रही है।
परिवेश, परिस्थिति, माहौल, वातावरण, हाल, हालत

The state of the environment in which a situation exists.

You can't do that in a university setting.
background, scope, setting

ଅର୍ଥ : ଆଖପାଖ ବାତାବରଣ

ଉଦାହରଣ : ବିଦ୍ୟାଳୟରେ ଆଜିକାଲି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ବିଷୟରେ ଶିକ୍ଷା ଦିଆଯାଉଛି

ସମକକ୍ଷ : ପର୍ଯ୍ୟାବରଣ

आस-पास का वातावरण।

विद्यालयों में आजकल छात्रों को पर्यावरण संबंधी जानकारी भी दी जाती है।
पर्यावरण

The totality of surrounding conditions.

He longed for the comfortable environment of his living room.
environment