ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିସଂଖ୍ୟାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିସଂଖ୍ୟାନ   ବିଶେଷ୍ୟ

ଅର୍ଥ : ଯେଉଁ ତଥ୍ୟ ସଂଗ୍ରହରୁ ଫଳାଫଳ ପ୍ରକାଶ ପାଇଥାଏ

ଉଦାହରଣ : ଏହି ପରିସଂଖ୍ୟାନରୁ ବିଗତ ଦଶକରେ ହୋଇଥିବା ଜନସଂଖ୍ୟା ବୃଦ୍ଧିର କାରଣ ଦର୍ଶାଉଛି

तथ्यों का संग्रह जिससे निष्कर्ष निकाला जा सकता है।

डेटा के आधार पर पुलिस अपराधी तक पहुँचने में कामयाब रही।
ये डेटा पिछले दशक में हुई जनसंख्या वृद्धि को दर्शा रहे हैं।
डाटा, डेटा

A collection of facts from which conclusions may be drawn.

Statistical data.
data, information

ଅର୍ଥ : କୌଣସି ବିଷୟର ସଂଖ୍ୟାଗୁଡ଼ିକୁ ଏକତ୍ର କରି ତାର ଆଧାରରେ କିଛି ସିଦ୍ଧାନ୍ତ ସ୍ଥିର କରିବା ବା ନିଷ୍କର୍ଷ ବାହାର କରିବା ବିଦ୍ୟା

ଉଦାହରଣ : ସତୀଶକୁ ଅର୍ଥଶାସ୍ତ୍ରର ପରିସଂଖ୍ୟାନ ବହୁତ କଷ୍ଟ ଲାଗୁଛି

किसी विषय की संख्याएँ आदि एकत्र करके उनके आधार पर कुछ सिद्धांत स्थिर करने या निष्कर्ष निकालने की विद्या।

सतीश को अर्थशास्त्र का सांख्यिकी बहुत कठिन लगता है।
सांख्यिकी

A branch of applied mathematics concerned with the collection and interpretation of quantitative data and the use of probability theory to estimate population parameters.

statistics