ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଷ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଷ୍କାର   ବିଶେଷ୍ୟ

ଅର୍ଥ : ସ୍ୱଚ୍ଛ ଏବଂ ବିଶୁଦ୍ଧ କରିବା ପ୍ରକ୍ରିୟା

ଉଦାହରଣ : କୁଅପାଣିରେ ଔଷଧ ପକେଇ ପାଣିକୁ ବିଶୋଧନ କରାଯାଏ

ସମକକ୍ଷ : ପରିଶୋଧନ, ବିଶୋଧନ, ଶୋଧନ

स्वच्छ और शुद्ध करने की क्रिया।

कुएँ के पानी में लाल दवा डालकर उसका शुद्धिकरण किया गया।
परिशोधन, परिष्करण, परिष्कार, परिष्क्रिया, विशोधन, शुद्धिकरण, शोधन, संशोधन

An act of removing by cleansing. Ridding of sediment or other undesired elements.

purge, purging

ପରିଷ୍କାର   କ୍ରିୟାପଦ

ଅର୍ଥ : ଶୁଦ୍ଧ କରିବା

ଉଦାହରଣ : ଶଲ୍ୟ ଉପକରଣଗୁଡ଼ିକୁ ଧୋଇବାପାଇଁ ଜଳକୁ ଶୋଧନ କରାଯାଏ

ସମକକ୍ଷ : ବିଶୋଧନ, ଶୋଧନ

शुद्ध करना।

शल्य उपकरणों को धोने के लिए जल का शोधन करते हैं।
परिष्कार करना, शोधन करना

Remove impurities from, increase the concentration of, and separate through the process of distillation.

Purify the water.
distill, make pure, purify, sublimate