ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଶୋଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଶୋଧନ   ବିଶେଷ୍ୟ

ଅର୍ଥ : ସ୍ୱଚ୍ଛ ଏବଂ ବିଶୁଦ୍ଧ କରିବା ପ୍ରକ୍ରିୟା

ଉଦାହରଣ : କୁଅପାଣିରେ ଔଷଧ ପକେଇ ପାଣିକୁ ବିଶୋଧନ କରାଯାଏ

ସମକକ୍ଷ : ପରିଷ୍କାର, ବିଶୋଧନ, ଶୋଧନ

स्वच्छ और शुद्ध करने की क्रिया।

कुएँ के पानी में लाल दवा डालकर उसका शुद्धिकरण किया गया।
परिशोधन, परिष्करण, परिष्कार, परिष्क्रिया, विशोधन, शुद्धिकरण, शोधन, संशोधन

An act of removing by cleansing. Ridding of sediment or other undesired elements.

purge, purging

ଅର୍ଥ : ଦୋଷ ବା ତ୍ରୁଟିଗୁଡ଼ିକୁ ଦୂରକରି ଠିକ କରିବା ପ୍ରକ୍ରିୟା

ଉଦାହରଣ : ପାଣିନି ଦେବଭାଷାକୁ ସଂଶୋଧନ କରି ସଂସ୍କୃତରୂପ ପ୍ରଦାନ କରିଥିଲେ

ସମକକ୍ଷ : ପରିମାର୍ଜନ, ଶୋଧନ, ସଂଶୋଧନ

तेल, शक्कर, धातु आदि की अशुद्धियों को दूर करके ठीक करने की प्रक्रिया।

परिष्करण से उत्तम कोटि की धातु प्राप्त की जाती है।
अपमार्जन, परिमार्जन, परिशोधन, परिष्करण, संस्करण, संस्कार

The act of offering an improvement to replace a mistake. Setting right.

correction, rectification