ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବର୍ତ୍ତିତ ରୂପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ମାନବକୃତି ମାନକ ବା ମାନଦଣ୍ଡଠାରୁ ଭିନ୍ନ

ଉଦାହରଣ : ଏକ ବଡ଼ କମ୍ପାନୀ ଜୋତାର ଏହି ପରିବର୍ତ୍ତିତ ରୂପ ପ୍ରସ୍ତୁତ କରିଛି

ସମକକ୍ଷ : ଅଲଗା ରୂପ, ଭିନ୍ନ ରୂପ, ଭେରିଏଶନ

* वह मानवकृति जो मानक या मानदंड से हटी हुई हो।

जूते का यह परिवर्तित रूप एक बड़ी कंपनी ने बनाया है।
परिवर्तित रूप, वेरिएशन

An artifact that deviates from a norm or standard.

He patented a variation on the sandal.
variation

ଅର୍ଥ : ସଙ୍ଗୀତ ସମ୍ବନ୍ଧୀୟ ତାଳର ଯେଉଁ ଆବୃତ୍ତିରେ ଏହା ପରିବର୍ତ୍ତିତ ବା ସଜ୍ଜିତ ହୋଇ ରହେ

ଉଦାହରଣ : ଆପଣ ଏହି ତାଳର ପରିବର୍ତ୍ତିତ ରୂପ ଶୁଣାନ୍ତୁ

* संगीत संबंधी धुन की आवृत्ति जिसमें वह परिवर्तित या सजी हुई रहती है।

आप इस धुन का परिवर्तित रूप सुनाइए।
परिवर्तित रूप

A repetition of a musical theme in which it is modified or embellished.

variation