ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିପୂରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିପୂରକ   ବିଶେଷଣ

ଅର୍ଥ : କାହାରିସହିତ ମିଶି ତାକୁ ପୂର୍ଣ୍ଣ ସ୍ୱରୂପ ପ୍ରଦାନ କରୁଥିବା

ଉଦାହରଣ : ପତିପତ୍ନୀ ପରସ୍ପରର ପରିପୂରକ

ସମକକ୍ଷ : ସଂପୂରକ

किसी के साथ मिलकर उसे पूर्ण स्वरूप प्रदान करने वाला।

पति-पत्नी एक-दूसरे के पूरक होते हैं।
पूरक, संपूरक

Acting as or providing a complement (something that completes the whole).

complemental, complementary, completing