ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଚାଳିତ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଚାଳିତ କରାଇବା   କ୍ରିୟାପଦ

ଅର୍ଥ : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା

ଉଦାହରଣ : ସେ କାର୍ ଚଲାଉଛି

ସମକକ୍ଷ : ଗତି କରାଇବା, ଚଲାଇବା, ଚାଳନ କରିବା, ଚାଳିତ କରିବା

वाहन चलाना या नियंत्रित करना।

वह कार चला रहा है।
चलाना

Operate or control a vehicle.

Drive a car or bus.
Can you drive this four-wheel truck?.
drive

ଅର୍ଥ : ଏପରି କିଛି କଲେ କୌଣସି ବସ୍ତୁ କାମ କରେ

ଉଦାହରଣ : ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି

ସମକକ୍ଷ : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ଚଲାଇବା

* कुछ ऐसा करना कि कोई वस्तु आदि काम करे।

वह सिलाई मशीन चला रहा है।
बढ़ई बरमा चला रहा है।
चलाना

Cause to operate or function.

This pilot works the controls.
Can you work an electric drill?.
work