ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପବ   ବିଶେଷ୍ୟ

ଅର୍ଥ : ଆଖୁ, ବାଉଁଶଆଦିର ଦୁଇ ଗଣ୍ଠି ମଝିରେ ଥିବା ଅଂଶ

ଉଦାହରଣ : ତୁମେ ବଜାରରୁ ଛୋଟ ପଗଥିବା ଆଖୁ ଆଣିବ ନାହିଁ

ସମକକ୍ଷ : ପଗ

ईख, बाँस आदि की दो गाँठों के बीच का भाग।

तुम बाजार से छोटी पोर वाली ईख मत लाना।
कांड, काण्ड, पोर

A segment of a stem between two nodes.

internode

ଅର୍ଥ : ଆଙ୍ଗୁଳିର ଦୁଇ ଗଣ୍ଠିର ମଧ୍ୟ ଭାଗ

ଉଦାହରଣ : ମଣିଷର ଆଙ୍ଗୁଳିରେ ତିନିଟି ପବ ଅଛି

उँगली में दो गाँठों के बीच का भाग।

मनुष्य की उँगली में तीन पोर होते हैं।
पोर

ଅର୍ଥ : ମଦ୍ୟଶାଳା ସହିତ ସାର୍ବଜନୀନ କୋଠରି ଥିବା ମଦଦୋକାନ

ଉଦାହରଣ : ସେଲୁନରେ ହାଲକା ଢକଲମ ବି ମିଳେ

ସମକକ୍ଷ : ସେଲୁନ

वह शराबघर जहाँ शराब-कक्ष के साथ ही साथ सार्वजनिक कमरे भी हों।

सैलून में हल्का खाना भी मिलता है।
पब, सैलून

Tavern consisting of a building with a bar and public rooms. Often provides light meals.

gin mill, pothouse, pub, public house, saloon, taphouse