ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମାକର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମାକର   ବିଶେଷ୍ୟ

ଅର୍ଥ : ଯେଉଁ ପୋଖରୀ ବା ଗାଡ଼ିଆରେ ବହୁତ ପଦ୍ମ ଫୁଲ ଅଛି

ଉଦାହରଣ : ପଦ୍ମ ପୋଖରୀ ସମୀପରେ ଜଣେ ଋଷିଙ୍କ ଆଶ୍ରମ ଅଛି

ସମକକ୍ଷ : ପଦ୍ମ ପୋଖରୀ, ପଦ୍ମ ସରୋବର

वह सरोवर या ताल जिसमें कमलों की बहुतायत हो।

पद्माकर के समीप ही एक ऋषि का आश्रम है।
अनीकिनी, अरविंदिनी, अरविन्दिनी, कमल सरोवर, कमल-सरोवर, कमलाकर, कमलिनी, तमरसी, नलिनी, पंकजिनी, पद्म सरोवर, पद्माकर, पद्मिनी, पुष्करिणी, मृणालिनी, सरोजिनी

ଅର୍ଥ : ପଦ୍ମ ସମୂହ

ଉଦାହରଣ : ପଦ୍ମ ସମୂହ କାରଣରୁ ଏହି ପୋଖରୀର ଶୋଭା ବଢ଼ିଯାଇଛି

ସମକକ୍ଷ : ପଦ୍ମ ପୂର୍ଣ୍ଣ, ପଦ୍ମ ସମୂହ

कमलों का समूह।

पद्माकर के कारण इस तालाब की शोभा बढ़ गई है।
कमल-समूह, पद्माकर