ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମମୂଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମମୂଳ   ବିଶେଷ୍ୟ

ଅର୍ଥ : ପଦ୍ମର ମୂଳ ଯାହା ଲମ୍ବା ପତଳା ଡେମ୍ଫ ଭଳି ହୋଇଥାଏ

ଉଦାହରଣ : ଶୀଲା ପଦ୍ମମୂଳର ତରକାରି ତିଆରି କରୁଛି

ସମକକ୍ଷ : କମଳ କନ୍ଦ, କମଳ ମୂଳ, ନଳିନୀରୁହ, ପଦ୍ମକନ୍ଦ, ପଦ୍ମନାଡ, ମୃଣାଳ