ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦାର୍ପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦାର୍ପଣ   ବିଶେଷ୍ୟ

ଅର୍ଥ : କୌଣସି ଜାଗାରେ ପାଦ ରଖିବା ବା କୌଣସି ଜାଗାକୁ ଯିବା କାମ(ବଡ଼ମାନଙ୍କ ନିମନ୍ତେ ଆଦର ବା ସମ୍ମାନ ସୂଚକ)

ଉଦାହରଣ : ଆଜି ଆମ ଗାଁରେ ଜଣେ ବଡ଼ ସାଧୁଙ୍କ ପଦାର୍ପଣ ହେବ

कहीं पैर रखने या जाने की क्रिया (बड़ों के लिए आदरसूचक)।

आज हमारे गाँव में एक बड़े महात्माजी का पदार्पण होगा।
पदार्पण

The act of arriving at a certain place.

They awaited her arrival.
arrival