ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଥ ହୁଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଥ ହୁଡ଼ିବା   କ୍ରିୟାପଦ

ଅର୍ଥ : ରାସ୍ତା ଭୁଲି ଏଣେ ତେଣେ ବୁଲିବା

ଉଦାହରଣ : ନୂଆ ସହରରେ ରାସ୍ତା ଭୁଲି ସେ ଏଣେ ତେଣେ ବୁଲିଲା ଓ ଷ୍ଟେସନରେ ପହଞ୍ଚିଗଲା

ସମକକ୍ଷ : ଇତସ୍ତତଃ ବୁଲିବା, ବାଟ ଭୁଲିବା

रास्ता भूलकर इधर-उधर चले जाना।

नए शहर में वह भटक गया और स्टेशन पहुँच गया।
भटकना, भुलाना, रास्ता भूलना

Wander from a direct course or at random.

The child strayed from the path and her parents lost sight of her.
Don't drift from the set course.
drift, err, stray

ଅର୍ଥ : ଖରାପ ବାଟରେ ଯିବା

ଉଦାହରଣ : ସହରକୁ ଆସି ସେ ପଥ ହୁଡ଼ିଲା ଓ ଚୋରୀ କରିବାକୁ ଲାଗିଲା

गलत रास्ते पर चलना।

वह शहर में आकर भटक गया और चोरी करने लगा।
भटकना, रास्ता भूलना

Be at variance with. Be out of line with.

depart, deviate, diverge, vary