ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଥ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଥ୍ୟ   ବିଶେଷ୍ୟ

ଅର୍ଥ : ଶୀଘ୍ର ହଜମ ହେବା ଭଳି ଭୋଜନ ଯାହା ରୋଗୀକୁ ଦିଆଯାଏ

ଉଦାହରଣ : ପଥ୍ୟ ଦେଖିଲେହିଁ ରୋଗୀର ଭୋକ ମରିଯାଏ

ସମକକ୍ଷ : ପଥି

वह जल्दी पचने वाला भोजन जो रोगी को दिया जाता है।

पथ्य देखकर ही रोगी की भूख मर जाती है।
डाइट, पत्थ, पथ्य

Diet prescribed for bedridden or convalescent people. Does not include fried or highly seasoned foods.

light diet

ଅର୍ଥ : ସଂଯମଯୁକ୍ତ ଆହାର

ଉଦାହରଣ : ସୁପଥ୍ୟାହାର ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ

ସମକକ୍ଷ : ସୁପଥିଆହାର, ସୁପଥ୍ୟ, ସୁପଥ୍ୟାହାର

संयमित आहार।

सुपथ्याहार लेने से स्वास्थ्य अच्छा रहता है।
पत्थ, पथ्य, पथ्याहार, सुपथ्याहार

A prescribed selection of foods.

diet

ପଥ୍ୟ   ବିଶେଷଣ

ଅର୍ଥ : ଯାହା ଅତି ସହଜରେ ହଜମ ହୋଇଯାଏ

ଉଦାହରଣ : ଖେଚୁଡ଼ି ଏକ ସୁପାଚ୍ୟ ଭୋଜନ

ସମକକ୍ଷ : ଲଘୁପାକ, ସହଜପାଚ୍ୟ, ସୁପାଚ୍ୟ, ହଜମଦାୟକ

Capable of being converted into assimilable condition in the alimentary canal.

digestible